Subscribe
URL of the page has been copied to clipboard.
Meaning : ଅଳ୍ପ ନଇଁକି ଅଭିବାଦନ ବା ସମ୍ମାନ କରିବା କ୍ରିୟା
Example : ସେ ଅତିଥିମାନଙ୍କୁ ନମସ୍କାର କଲେ
Synonyms : ଜୁହାର, ନମସ୍କାର, ନମସ୍ତେ, ପ୍ରଣାମ, ସଲାମ
Translation in other languages :हिन्दी
थोड़ा झुककर अभिवादन करने की क्रिया।
Meaning : ପାଦ ଛୁଇଁ ଆଦରପୂର୍ବକ ଅଭିବାଦନ କରିବା କ୍ରିୟା
Example : ସେ ଗୁରୁଙ୍କୁ ଦଣ୍ଡବତ କଲା
Synonyms : ଦଣ୍ଡବତ, ପ୍ରଣାମ
पैर छूकर आदरपूर्वक अभिवादन करने की क्रिया।
Install App