Meaning : ଏକାନ୍ତରେ ରହିବା ବା ବାସକରିବା ବ୍ୟକ୍ତି
Example :
ଏକାନ୍ତବାସୀ ଋଷିଙ୍କ କୁଟୀର ସେହି ପାହାଡ଼ ଉପରେ
Synonyms : ଏକାନ୍ତବାସୀ, ଏକୁଟିଆ
Translation in other languages :
एकांत में रहने या निवास करने वाला।
एकांतवासी ऋषि की कुटिया उस पहाड़ी पर है।Meaning : ମାତ୍ର ଗୋଟିଏ
Example :
ଶୀଳା ତାଙ୍କର ଏକମାତ୍ର ସନ୍ତାନ ମୋ ପାଖରେ ଗୋଟିଏ ମାତ୍ର କଲମ ଅଛି
Synonyms : ଏକ, ଏକମାତ୍ର, ଏକୋଇ, ଗୋଟିଏ ମାତ୍ର
Translation in other languages :