Subscribe
URL of the page has been copied to clipboard.
Meaning : ଯେଉଁଥିରେ ଗୋଟିଏ ମୁଁହ ବା ଛିଦ୍ର ଅଛି
Example : ଏକମୁଖୀ ରୁଦ୍ରାକ୍ଷର ବହୁତ ମହିମା ବର୍ଣ୍ଣନା କରାଯାଇଛି
Synonyms : ଏକମୁହାଁ
Translation in other languages :हिन्दी
जिसमें एक मुख या छिद्र हो।
Meaning : ଯାହାର ଗୋଟିଏ ମୁଖ ବା ମୁଁହ ଅଛି
Example : ଏହି ମନ୍ଦିରରେ ଭଗବାନ୍ ଦତାତ୍ରେୟଙ୍କର ଏକମୁଖୀ ମୂର୍ତ୍ତି ସ୍ଥାପିତ ହୋଇଛି
Synonyms : ଏକମୁଁହା
जिसका एक मुख या मुँह हो।
Install App