Subscribe
URL of the page has been copied to clipboard.
Meaning : ତିରିଶ ଏବଂ ଏକ ଯୋଗରେ ପ୍ରାପ୍ତ ସଂଖ୍ୟା
Example : କୋଡ଼ିଏ ଏବଂ ଏଗାର ମିଶି ଏକତିରିଶ ହୁଏ
Synonyms : ୩୧
Translation in other languages :हिन्दी
तीस और एक के योग से प्राप्त संख्या।
Meaning : କୌଣସି ଇଂରେଜୀ ମାସର ଏକତ୍ରିଂଶତ୍ତମ ଦିନ ପଡ଼ୁଥିବା ତାରିଖ
Example : ଆସନ୍ତାମାସ ଏକତିରିଶ ତାରିଖ ସୋମବାରଦିନ ପଡ଼ୁଛି
Synonyms : ଏକତିରିଶ ତାରିଖ
Meaning : ତିରିଶ ଆଉ ଏକ
Example : ରମାର ବିବାହ ଆଜିଠାରୁ ଠିକ୍ ଏକତିରିଶ ଦିନ ପରେ ହେବ
Translation in other languages :हिन्दी English
तीस और एक।
Being one more than thirty.
Install App