Subscribe
URL of the page has been copied to clipboard.
Meaning : ମିଳିତ ଭାବେ ଖେଳାଯାଉଥିବା ପିଲାମାନଙ୍କର ଏକ ଖେଳ
Example : ଏକଗୋଡ଼ିଆ ଖେଳରେ ଜଣେ ପିଲା ଗୋଟିଏ ଗୋଡ଼ରେ ଡେଇଁଡେଇଁ ଅନ୍ୟ ପିଲାଙ୍କୁ ଛୁଇଁବାପାଇଁ ଚେଷ୍ଟାକରେ
Synonyms : ଏକଗୋଡ଼ିଆ ଖେଳ
Translation in other languages :हिन्दी
समूह में खेला जाने वाला बच्चों का एक खेल।
Meaning : ଗୋଟିଏ ଗୋଡ଼ ଥିବା ଲୋକ
Example : ଏକଟାଙ୍କିଆ ଭିକାରି ଆଶାବାଡ଼ି ସାହାଯ୍ୟରେ ଚାଲୁଛି
Synonyms : ଏକଟାଙ୍କିଆ
एक टाँग वाला।
Meaning : ଗୋଟିଏ ଖୁଣ୍ଟ ସାହାଯ୍ୟରେ ଠିଆ ହୋଇଥିବା
Example : ଜଣେ ସୈନିକ ଏକଖୁଣ୍ଟିଆ ତମ୍ବୁରେ ବସିଥିଲା
Synonyms : ଏକଖୁଣ୍ଟିଆ
एक ही चोबे के सहारे खड़ा होने वाला।
Install App