Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଉତ୍ତରଜୀବୀ from ଓଡ଼ିଆ dictionary with examples, synonyms and antonyms.

ଉତ୍ତରଜୀବୀ   ବିଶେଷ୍ୟ

Meaning : ମୃତବ୍ୟକ୍ତିଙ୍କ ପରେ ତାଙ୍କସହ କୌଣସି ଭାବରେ ସମ୍ବନ୍ଧ ସ୍ଥାପନ କରୁଥିବା ଜୀବିତ ବ୍ୟକ୍ତି

Example : ମୃତକଙ୍କ ଉତ୍ତରଜୀବୀମାନଙ୍କୁ ଏବେ ପର୍ଯ୍ୟନ୍ତ ଠାବ କରାଯାଇ ପାରିନାହିଁ


Translation in other languages :

किसी भी प्रकार से संबंधित होने वाले की मृत्यु के बाद भी जीनेवाला व्यक्ति।

मृतक के उत्तरजीवियों की पहचान अभी तक नहीं हो पाई है।
उत्तरजीवक, उत्तरजीवी

One who outlives another.

He left his farm to his survivors.
survivor

ଉତ୍ତରଜୀବୀ   ବିଶେଷଣ

Meaning : କାହାରି ମୃତ୍ୟୁ ବା ସମାପ୍ତି ପରେ ବି ତା ସହିତ କୌଣସି ପ୍ରକାରେ ସମ୍ବନ୍ଧିତ ହୋଇଥିବା ଜୀବନ୍ତ ବ୍ୟକ୍ତି

Example : ପିତାଙ୍କ ମୃତ୍ୟୁ ପରେ ତାଙ୍କର ଉତ୍ତରଜୀବୀ ପିଲାମାନେ ଅନାଥ ହୋଇଗଲେ