Meaning : ଇରାକ ଦେଶରେ କୁହା ଯାଉଥିବା ଭାଷା
Example :
ଇରାକରେ ରହୁରହୁ ସେ ଇରାକୀ ଭାଷା କହିବା ଶିଖିଗଲା
Synonyms : ଇରାକୀ ଭାଷା
Meaning : ଇରାକ୍ ଦେଶର ନିବାସୀ
Example :
କେତେଜଣ ଇରାକୀ ମୋର ଭଲ ବନ୍ଧୁ
Synonyms : ଇରାକବାସୀ
Translation in other languages :
वह व्यक्ति जो इराक देश का निवासी हो।
कई इराक़ी मेरे अच्छे मित्र हैं।Meaning : ଇରାକ୍ ଦେଶ ସହିତ ସମ୍ବନ୍ଧିତ ବା ଇରାକ୍ ଦେଶର
Example :
ଇମଦ୍ ନାମକ ଜଣେ ଇରାକୀ ଛାତ୍ର ଆମ ଶିକ୍ଷକଙ୍କ ଦିଗ୍ଦର୍ଶନରେ ଗବେଷଣା କାର୍ଯ୍ୟ ଶେଷକଲେ
Translation in other languages :