Meaning : ଯେଉଁ ଗାଡ଼ି ରେଳଡବାଗୁଡ଼ିକ ଆଗରେ ଲାଗି ସେଗୁଡ଼ିକୁ ଟାଣେ
Example :
ରେଳଗାଡ଼ିରେ ଇଂଜିନ୍ ଯୋଡ଼ା ହେଉଛି
Translation in other languages :
A wheeled vehicle consisting of a self-propelled engine that is used to draw trains along railway tracks.
engine, locomotive, locomotive engine, railway locomotiveMeaning : ଗୋଟିଏ ପ୍ରକାରର ଯନ୍ତ୍ର ଯାହା ବିଦ୍ୟୁତ, ଖଣିଜ ତେଲ, କୋଇଲାଆଦିରେ ଚାଲେ ଏବଂ ଅନ୍ୟ ଯନ୍ତ୍ରମାନଙ୍କୁ ସଂଚାଳିତ କରେ
Example :
ଇଂଜିନ୍ ଖରାପ ହୋଇଯିବା କାରଣରୁ ଉଡ଼ାଜାହାଜକୁ ତଳକୁ ଓହ୍ଲାଇବାକୁ ପଡ଼ିଲା
Synonyms : ଚାଳକ ଯଂତ୍ର, ଚାଳକ ଯନ୍ତ୍ର
Translation in other languages :
एक प्रकार का यंत्र जो विद्युत, खनिज तेल, कोयले आदि से चलता और दूसरे यंत्रों को संचालित करता है।
इंजन में ख़राबी आ जाने के कारण हवाई जहाज को नीचे उतारना पड़ा।Motor that converts thermal energy to mechanical work.
engine