Meaning : ସୁଖଦାୟକ କରିବା
Example :
ଆଜି ଆପଣ ଆସି ମୋ ଦିନ ଆନନ୍ଦଦାୟକ କରିଦେଲେ
Synonyms : ଆନନ୍ଦଦାୟକ କରିବା, ଆନନ୍ଦପ୍ରଦ କରିବା, ସନ୍ତୋଷପ୍ରଦ କରିବା, ସୁଖଦାୟକ କରିବା, ସୁଖପ୍ରଦ କରିବା
Translation in other languages :
* आनन्द देने वाला बनाना।
आप ने आकर आज मेरा दिन आनन्ददायक बना दिया।Meaning : ମିଠାମିଠା କଥା କହି ସନ୍ତୁଷ୍ଟ ବା ଅନୁକୂଳ କରିବା
Example :
ମା କାନ୍ଦୁଥିବା ପିଲାଟିକୁ ମିଠେଇ ଦେଇ ବୁଝାଉଥିଲେ
Synonyms : ପ୍ରବୋଧିତ କରିବା, ବହଲାଇବା, ବୁଝାଇବା
Translation in other languages :