Meaning : ଏକ ପ୍ରକାର ରେଶମୀ କପଡ଼ା
Example :
ଦୋକାନୀ ଆସାବରୀ କନାର ଥାନରୁ ଦୁଇ ମିଟର କାଟି ବାହାରକଲା
Synonyms : ଆସାବରୀ କନା
Translation in other languages :
Meaning : ଏକ ରାଗିଣୀ
Example :
ପ୍ରାତଃକାଳରେ ଆସାବରୀ ଗାନ କରାଯାଏ
Translation in other languages :