Meaning : ବିଶେଷକରି ଦକ୍ଷିଣ ଏସିଆରେ ମିଳୁଥିବା ଓ ଶିଶୁଗଛ ପତ୍ରଭଳି ପତ୍ରଥିବା ଏକ ଗଛ
Example :
ଆବନୁସ ଗଛର କାଠ ଅତି କଳା ଓ ଓଜନିଆ
Synonyms : ଆବନୁସ ଗଛ
Translation in other languages :
Tropical tree of southern Asia having hard dark-colored heartwood used in cabinetwork.
diospyros ebenum, ebony, ebony tree