Subscribe
URL of the page has been copied to clipboard.
Meaning : ଗୋଟିଏ ଅୟନର ସମାପ୍ତି ତଥା ଦ୍ୱିତୀୟ ଅୟନ ଆରମ୍ଭର ସନ୍ଧିକ୍ଷଣ
Example : ଅୟନାନ୍ତରେ କେତେକ କାମ ବର୍ଜନ କରାଯାଏ
Synonyms : ଅୟନାନ୍ତ
Translation in other languages :हिन्दी
वह संधिकाल जब एक अयन की समाप्ति तथा दूसरे अयन की शुरूवात हो।
Meaning : କୌଣସି ଅୟନର ସମାପ୍ତି ବା ଅନ୍ତ ବା ସୀମା
Example : ଗୋଟିଏ ଅୟନାନ୍ତ ପରେ ଦ୍ୱିତୀୟ ଅୟନ ଆରମ୍ଭ ହୁଏ
किसी अयन की समाप्ति या अंत या सीमा।
Install App