Subscribe
URL of the page has been copied to clipboard.
Meaning : କୌଣସି ଅସୁର, ରାକ୍ଷସଆଦିଙ୍କର ବଧ
Example : ଯେତେବେଳେ ପୃଥିବୀରେ ଅସୁରମାନଙ୍କ ଅତ୍ୟାଚାର ବଢ଼ିଯାଏ, ଅସୁରବଧ ନିମନ୍ତେ ଈଶ୍ୱରଙ୍କୁ କୌଣସି ନା କୌଣସି ରୂପରେ ଅବତାର ନେବାକୁ ପଡ଼େ
Synonyms : ଅସୁର ଦଳନ, ଅସୁର ନିଧନ, ଅସୁର ବଧ
Translation in other languages :हिन्दी English
किसी असुर,राक्षस आदि का वध।
The act of terminating a life.
Install App