Meaning : କୌଣସି ଅସୁର, ରାକ୍ଷସଆଦିଙ୍କର ବଧ
Example :
ଯେତେବେଳେ ପୃଥିବୀରେ ଅସୁରମାନଙ୍କ ଅତ୍ୟାଚାର ବଢ଼ିଯାଏ, ଅସୁରବଧ ନିମନ୍ତେ ଈଶ୍ୱରଙ୍କୁ କୌଣସି ନା କୌଣସି ରୂପରେ ଅବତାର ନେବାକୁ ପଡ଼େ
Synonyms : ଅସୁର ନିଧନ, ଅସୁର ବଧ, ଅସୁର ସଂହାର
Translation in other languages :