Subscribe
URL of the page has been copied to clipboard.
Meaning : ସୁନା,ରୂପା,ତମ୍ବା,ଟିଣ,ପାରା,ଦସ୍ତା,ସୀସା ଏବଂ ଲୁହା ଏହି ଆଠ ପ୍ରକାରର ଧାତୁସମୂହ
Example : ଧାର୍ମିକ ଅନୁଷ୍ଠାନରେ ଅଷ୍ଟଧାତୁର ଅନେକ ମହତ୍ତ୍ୱ ରହିଛି
Synonyms : ଅଷ୍ଟ ଧାତୁ, ଅଷ୍ଟ-ଧାତୁ
Translation in other languages :हिन्दी
सोना, चाँदी, ताँबा, राँगा, पारा, जस्ता, सीसा और लोहा - ये आठ प्रकार की धातुएँ।
Meaning : ଆଠଟି ଧାତୁର ମିଶ୍ରଣରେ ତିଆରି ହୋଇଥିବା
Example : ସେ ନିଜ ଘରର ମନ୍ଦିରରେ କୃଷ୍ଣଙ୍କର ଅଷ୍ଟଧାତୁ ମୂର୍ତ୍ତି ସ୍ଥାପନ କରିଛନ୍ତି
आठ धातुओं के मेल से बना हुआ।
Install App