Meaning : ଗୋସ୍ୱାମୀ ବିଠଲନାଥଙ୍କଦ୍ୱାରା ସ୍ଥିର କରାଯାଇଥିବା ସର୍ବୋତ୍ତମ ଆଠଜଣ ପୁଷ୍ଟିମାର୍ଗୀ କବିଙ୍କର ଏକ ବର୍ଗ
Example :
ସୁରଦାସ ଅଷ୍ଟଛାପ କବିମାନଙ୍କ ମଧ୍ୟରୁ ଜଣେ
Translation in other languages :
गोसाईं बिट्ठलनाथ जी द्वारा निश्चित किया हुआ आठ सर्वोत्तम पुष्टिमार्गी कवियों का एक वर्ग।
सूरदास अष्टछाप के कवियों में से एक हैं।