Meaning : କାବ୍ୟରେ ନ’ଟି ସାତ୍ତ୍ୱିକ ଅନୁଭାବ ମଧ୍ୟରୁ ଗୋଟିଏ
Example :
ଏହି ପଂକ୍ତିଟି ଅଶ୍ରୁର ଉତ୍ତମ ଉଦାହରଣ
Translation in other languages :
Meaning : ଅଶ୍ରୁଗ୍ରନ୍ଥିରୁ ବାହାରୁଥିବା ଲୁଣିଆ ଦ୍ରବ ଯାହା ଶୋକ,ପୀଡ଼ା ବା ଅତ୍ୟଧିକ ଆନନ୍ଦ ସମୟରେ ଆଖିରୁ ବାହାରିଥାଏ
Example :
ତାଙ୍କ ମୁଁହରୁ ରାମ କଥା ଶୁଣି ମୋ ଆଖିରେ ଅଶ୍ରୁ ଆସିଗଲା
Synonyms : ଲୁହ
Translation in other languages :