Meaning : ସୂର୍ଯ୍ୟଙ୍କ ସହ ଏକ ରାଶିରେ ଥିବା ନକ୍ଷତ୍ର
Example :
ଆପଣଙ୍କ ଉପରେ ସୂର୍ଯ୍ୟକାନ୍ତ ନକ୍ଷତ୍ରର ପ୍ରଭାବ ପଡ଼ିଛି
Synonyms : ସୂର୍ଯ୍ୟକାନ୍ତ ନକ୍ଷତ୍ର
Translation in other languages :
सूर्य के साथ एक ही राशि में पड़ा हुआ नक्षत्र।
आप पर अर्कभ का प्रभाव है।