Meaning : ନାୟିକାର ଦଶଟି ଭେଦରୁ ଗୋଟିଏ
Example :
ଅଭିସାରିକା ହେଉଛି ସେହି ନାୟିକା ଯେ ତା ପ୍ରିୟତମକୁ ସଙ୍କେତସ୍ଥଳକୁ ଡକାଏ ବା ତାକୁ ଭେଟିବାପାଇଁ ନିଜେ ସେଠାକୁ ଯାଏ
Translation in other languages :
नायिका के दस भेदों में से एक।
अभिसारिका वह नायिका है जो अपने प्रियतम को संकेत स्थल पर बुलाए या उससे मिलने स्वयं वहाँ जाए।