Meaning : ସର୍ବତ୍ର ବ୍ୟାପ୍ତ ହେବାର ଅବସ୍ଥା ବା ଭାବ
Example :
ଈଶ୍ୱରଙ୍କ ସର୍ବବ୍ୟାପିତା ଉପରେ ମୋର କଦାପି ସଂଶୟ ନଥାଏ
Synonyms : ସର୍ବବ୍ୟାପିତା, ସର୍ବବ୍ୟାପିତ୍ୱ
Translation in other languages :
सर्वत्र व्याप्त होने की अवस्था या भाव।
ईश्वर की अभिव्याप्ति पर मुझे कभी संशय नहीं होता है।