Meaning : ମୁଖ୍ୟ ଯଜ୍ଞ ସମାପ୍ତି ପରେ ଆରମ୍ଭ ହେଉଥିବା ଅନ୍ୟ ଏକ ଯଜ୍ଞ
Example :
ଋଷିମାନେ ଅବଭୃଥ ଯଜ୍ଞରେ ଲାଗିପଡ଼ିଛନ୍ତି
Synonyms : ଅବଭୃଥ ଯଜ୍ଞ
Translation in other languages :
प्रधान यज्ञ के समाप्त होने पर आरम्भ होने वाला दूसरा यज्ञ।
ऋषि अवभृथ करने में लगे हुए हैं।The public performance of a sacrament or solemn ceremony with all appropriate ritual.
The celebration of marriage.Meaning : ଯଜ୍ଞ ସମାପ୍ତି ପରେ କରାଯାଉଥିବା ସ୍ନାନ
Example :
ଯଜମାନ ଅବଭୃଥ ନିମନ୍ତେ ପ୍ରସ୍ତୁତ ହୋଇ ବସିଛନ୍ତି
Synonyms : ଅବଭୃଥ ସ୍ନାନ
Translation in other languages :