Meaning : ତଳକୁ ଟାଣିନେବାର କ୍ରିୟା
Example :
ବରମୁଦା ତ୍ରିକୋଣର ଅବକର୍ଷଣ ଆଜିବି ରହସ୍ୟମୟ ହୋଇ ରହିଛି
Translation in other languages :
Meaning : କିଛି ପଦାର୍ଥକୁ ବଳପୂର୍ବକ ଟାଣିନେବା ଅବା ବାହାର କରିଦେବାର କାର୍ଯ୍ୟ
Example :
ନାବିକକୁ ସମୁଦ୍ର ଲହରୀର ଅବକର୍ଷଣ ଭୟଭୀତ କଲା
Translation in other languages :
बलपूर्वक किसी पदार्थ को खींच लेने या बाहर निकालने की क्रिया।
समूद्र की लहरों का अवकर्षण नाविक को भयभीत करने लगा।