Meaning : ଏଭଳି ଭୁଲ୍ ତଥ୍ୟ ପ୍ରଚାର କରିବାର କ୍ରିୟା ଯେଉଁଥିରେ କିଛି ବଦନାମୀ ବା ଅପକୀର୍ତ୍ତି ହୁଏ
Example :
ଅପପ୍ରଚାର କାରଣରୁ ଶ୍ରୀଗୁରୁଜୀ ଅନେକଥର ବିବାଦାସ୍ପଦ ହୋଇ ପଡିଥିଲେ
Synonyms : କୁପ୍ରଚାର
Translation in other languages :
A state of extreme dishonor.
A date which will live in infamy.