Meaning : ବାୟୁ ପ୍ରକୋପରେ ହେଉଥିବା ଗୋଟିଏ ରୋଗ
Example :
ଅପତନ୍ତ୍ରରେ ଶରୀର ବଙ୍କା ହୋଇଯାଏ, ମୁଣ୍ଡ,କାନ-ମୂଳରେ ପୀଡ଼ା ରହେ, ଗଳାରେ ଖସଖସ ସହିତ ଶ୍ୱାସ ନେବାରେ କଷ୍ଟ ହୁଏ ତଥା ଆଖିରେ ଯନ୍ତ୍ରଣା ହୁଏ
Translation in other languages :
वायु प्रकोप से होने वाला एक रोग।
अपतंत्र में शरीर टेढ़ा हो जाता है, सिर, कनपटी में दर्द रहता है,गले में खरखराहट के साथ सांस लेने में कठिनाई होती है तथा आँखें फटी पड़ती हैं।