Meaning : ଶରୀରର ଗ୍ରନ୍ଥିମାନଙ୍କର ତନ୍ତ୍ର ଯାହା ଅନ୍ତଃସ୍ରାବୀ ସ୍ରାବ ଉତ୍ପନ୍ନ କରେ ଓ ଯାହା ଶାରୀରିକ ବୃଦ୍ଧିକାରୀ ଶାରୀରିକ ପ୍ରକ୍ରିୟାରେ ସାହାଯ୍ୟ କରେ
Example :
ଆଜି ଶ୍ରେଣୀରେ ଆମେ ଅନ୍ତଃସ୍ରାବୀତନ୍ତ୍ର ପଢ଼ିଲୁ
Translation in other languages :
शरीर में ग्रंथियों का तंत्र जो अंतःस्रावी स्राव उत्पन्न करता है और जो शारीरिक उपापचयी क्रियाओं में सहायक होता है।
आज कक्षा में हमने अंतःस्रावीतंत्र पढ़ा।The system of glands that produce endocrine secretions that help to control bodily metabolic activity.
endocrine system