Meaning : ଭିତରେ ଭିତରେ ହେଉଥିବା କ୍ରିୟା
Example :
ଏହି କମ୍ପାନୀରେ କେତେ ପ୍ରକାରର ଅନୁଚିତ ଅନ୍ତଃକ୍ରିୟା ହେଉଛି
Synonyms : ଅଂତଃକ୍ରିୟା, ଅଦୃଶ୍ୟ କର୍ମ, ଅପ୍ରକଟ କର୍ମ
Translation in other languages :
अंदर ही अंदर होने वाली क्रिया।
इस कंपनी में कितनी तरह की अनचाही अंतःक्रियाएँ होती रहती हैं।Meaning : ମନକୁ ଶୁଦ୍ଧ କରୁଥିବା କର୍ମ
Example :
କୁବିଚାରରୁ ରକ୍ଷାପାଇବା ଏକ ଭଲ ମନୋଶୁଦ୍ଧକର୍ମ
Synonyms : ମନୋଶୁଦ୍ଧକର୍ମ
Translation in other languages :