Meaning : ଯେଉଁ ସମୟରେ ଚନ୍ଦ୍ରମା ଅନୁରାଧା ନକ୍ଷତ୍ରରେ ଥାଆନ୍ତି
Example :
ଅନୁରାଧା ନକ୍ଷତ୍ରକୁ ଶୁଭ ବୋଲି ବିଚାର କରାଯାଏ
Synonyms : ଅନୁରାଧା ନକ୍ଷତ୍ର
Translation in other languages :
वह काल जब चंद्रमा अनुराधा नक्षत्र में होता है।
अनुराधा नक्षत्र को बहुत शुभ माना जाता है।Meaning : ସତେଇଶ ନକ୍ଷତ୍ର ମଧ୍ୟରୁ ସପ୍ତଦଶ ନକ୍ଷତ୍ର
Example :
ଏବେ ଚନ୍ଦ୍ରମା ଅନୁରାଧା ନକ୍ଷତ୍ର ମଧ୍ୟରେ ଗମନ କରିବେ
Synonyms : ଅନୁରାଧାନକ୍ଷତ୍ର
Translation in other languages :
सत्ताईस नक्षत्रों में से सत्रहवाँ।
अब चंद्रमा अनुराधा नक्षत्र में प्रवेश करेगा।