Meaning : କୌଣସି କର୍ମଚାରୀଙ୍କୁ ଅଥବା ଅଧିକାରୀଙ୍କୁ କୌଣସି ବିଷୟକୁ ବିଶେଷ ଭାବରେ ଅଧ୍ୟୟନ କରିବାପାଇଁ ମିଳୁଥିବା ଛୁଟି ବା ଅବକାଶ
Example :
ଏହି ମହାଶୟ ପି.ଏଚ.ଡି କରିବାପାଇଁ ଅଧ୍ୟୟନଅବକାଶ ନେଉଛନ୍ତି
Translation in other languages :
किसी कर्मचारी को अथवा अधिकारी को किसी विषय का विशेष रूप से अध्ययन करने के लिए मिलने वाली छुट्टी या अवकाश।
ये महाशय पी एच डी करने के लिए अध्ययनावकाश ले रहे हैं।