Meaning : ଗଣିଲାବେଳେ ଏକଚାଳିଶି ସ୍ଥାନରେ ଆସୁଥିବା ସଂଖ୍ୟା
Example :
ସଂସ୍ଥାର ଏକଚତ୍ୱାରିଂଶତ୍ତମ ସ୍ଥାପନା ଦିବସ ବଡ଼ ଧୂମଧାମରେ ପାଳନ ହେଲା
Synonyms : ଏକଚତ୍ୱାରିଂଶତ୍ତମ
Translation in other languages :
गणना में एकतालीस के स्थान पर आनेवाला।
संस्था का इकतालीसवाँ स्थापना दिवस बड़े धूम-धाम से मनाया गया।