Subscribe
URL of the page has been copied to clipboard.
Meaning : ଚାଳିଶ ଏବଂ ଏକ ମିଶି ପ୍ରାପ୍ତ ସଂଖ୍ୟା
Example : କୋଡ଼ିଏ ଏବଂ ଏକୋଇଶ ମିଶି ଏକଚାଳିଶ ହୁଏ
Synonyms : ଏକଚାଲିଶ
Translation in other languages :हिन्दी
चालीस में एक जोड़ने पर मिलनेवाली संख्या।
Meaning : ଚାଳିଶି ଆଉ ଏକ
Example : ସନ୍ୟାସୀ ଜଣକ ଏକଚାଳିଶି ଦିନପରେ ବ୍ରତ ଭାଙ୍ଗିଲେ
Synonyms : ଏକଚାଳିଶି
Translation in other languages :हिन्दी English
चालीस और एक।
Being one more than forty.
Install App