Meaning : ଯାହାର ହୃଦୟ କୋମଳ
Example :
ହୃଦୟବାନ ବ୍ୟକ୍ତିମାନେ ଅନ୍ୟର ଦୁଃଖ ଦେଖି ପାରନ୍ତି ନାହିଁ
Synonyms : କୋମଳଚିତ୍ତ, କୋମଳହୃଦୟ
Translation in other languages :
Having or proceeding from an innately kind disposition.
A generous and kindhearted teacher.Meaning : ଯିଏ ଉତ୍ତମ ମନୋବୃତ୍ତିଧାରୀ
Example :
ସଦାଚାର ଲୋକ କାହାର ମନ୍ଦ ଚିନ୍ତା କରନ୍ତି ନାହିଁ
Synonyms : ଭଲମନୋବୃତ୍ତି, ସଦାଚାର
Translation in other languages :
Marked by good intentions though often producing unfortunate results.
A well-intentioned but clumsy waiter.Meaning : ଯାହାର ହୃଦୟ ବଡ଼
Example :
ଉଦାର ରାଜା ନିଜର ରାଜସିଂହାସନ ଓ ରାଜ୍ୟ ଦାନ କରି ବଣକୁ ଚାଲିଗଲେ
Synonyms : ଉଦାର, ଉଦାରଚିତ୍ତ, ଉଦାରମନା, ବିଶାଳହୃଦୟ
Translation in other languages :
Generous and understanding and tolerant.
A heart big enough to hold no grudges.