Meaning : ମହାଜନଠାରୁ କରଜ ନେବା ସମୟରେ ତାଙ୍କ ଦ୍ବାରା ଦିଆଯାଇଥିବା ଦସ୍ତାବିଜ ଯେଉଁଥିରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଋଣ ପରିଶୋଧ କରିବା ଆବଶ୍ୟକ ଥିବାକଥା ଲେଖାହୋଇଥାଏ
Example :
ହୁଣ୍ଡିର ହିସାବରେ ରାମକୁ ନିଜର କରଜ ବାବଦରେ ଚକ୍ରବୃଦ୍ଧି ସୁଧହାରରେ ପରିଶୋଧ କରିବାକୁ ପଡିବ
Synonyms : ହୁଂଡି
Translation in other languages :
Meaning : ଲୁହା ବା କାଠ ବାକ୍ସ ଯାହା ସର୍ବସାଧାରଣ ସ୍ଥାନ ଆଦିରେ ଦାନ ପଇସା ପକାଇବାପାଇଁ ରଖାଯାଇଥାଏ
Example :
ସେ ଦାନପାତ୍ରରେ ଶହେ ଟଙ୍କା ପକେଇଲେ
Translation in other languages :