Meaning : କୌଣସି ଗ୍ରନ୍ଥି,ଅଙ୍ଗ ବା ଶରୀରର ଅଂଶରୁ ଉତ୍ପନ୍ନ ହେଉଥିବା ଗୋଟିଏ ରାସାୟନିକ ତରଳ ପଦାର୍ଥ ଯାହା ରକ୍ତ ଦ୍ୱାରା ଶରୀରର ଅନ୍ୟ ଭାଗକୁ ନିଆଯାଏ
Example :
ହର୍ମୋନ କମ୍ ବା ବେଶୀରେ ଶରୀରରେ କେତେକ ପରିବର୍ତ୍ତନ ଘଟେ
Translation in other languages :
The secretion of an endocrine gland that is transmitted by the blood to the tissue on which it has a specific effect.
endocrine, hormone, internal secretion