Meaning : ପ୍ରାୟ ପଚାଶରୁ ଷାଠିଏ ଫୁଟ ଉଚ୍ଚ ହେଉଥିବା ଏକ ଗଛ ଯାହାର ଫଳ ଔଷଧ ତିଆରିରେ ଲାଗେ
Example :
ହରିଡ଼ା ଛାଲି ଗାଢ଼ ଖଇରିଆ ରଙ୍ଗର ହୋଇଥାଏ
Synonyms : ହରିତକୀ
Translation in other languages :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
treeMeaning : ଅଳ୍ପ ଶାଗୁଆ ମିଶା ହଳଦିଆ ରଙ୍ଗର ଏକ ଫଳ ଯାହା ଔଷଧ କାମରେ ଆସେ
Example :
ଶୁଖିଲା କାଶରେ ହରିଡ଼ାର ବ୍ୟବହାର ହୋଇଥାଏ
Synonyms : ହରିତକୀ
Translation in other languages :