Subscribe
URL of the page has been copied to clipboard.
Meaning : ହଂସ ଭଳି ସୁନ୍ଦର ଭାବେ ଚାଲୁଥିବା ସ୍ତ୍ରୀ
Example : ମଞ୍ଚ ଉପରେ ଜଣେ ହଂସଗାମିନୀ ତାଙ୍କର ଅଭିନୟ ପ୍ରଦର୍ଶନକରି ଦର୍ଶକମାନଙ୍କୁ ମୋହିତ କରୁଥିଲେ
Synonyms : ହଂସଗାମିନୀ
Translation in other languages :हिन्दी
हंस जैसी सुंदर चाल चलनेवाली स्त्री।
Meaning : ହଂସ ଭଳି ସୁନ୍ଦର ଗତିରେ ଚାଲିବା ସ୍ତ୍ରୀ ଲୋକ
Example : ମଞ୍ଚ ଉପରେ ଜଣେ ହଂସଗାମିନୀ ନାୟିକା ନିଜର ସୁନ୍ଦର ଠାଣିରେ ଦର୍ଶକ ମାନଙ୍କୁ ଆକୃଷ୍ଟ କରୁଥିଲା
Synonyms : ମରାଳଗମନା, ହଂସଗାମିନୀ
हंस जैसी सुंदर चाल चलनेवाली।
Install App