Subscribe
URL of the page has been copied to clipboard.
Meaning : ଯାହା ବହୁତ କମ୍
Example : ଅତିଅଳ୍ପ ବର୍ଷା ହେବାକାରଣରୁ ଧାନରୋଇବା ପଛରେ ପଡ଼ିଯାଇଛି
Synonyms : ଅତି ଅଳ୍ପ, ଅତ୍ୟଳ୍ପ, କମ୍
Translation in other languages :हिन्दी English
जो बहुत ही कम हो।
Deficient in amount or quality or extent.
Meaning : ଯାହା ପରିମାଣରେ କମ୍
Example : ନିଜର ପରିଶ୍ରମ ବଳରେ ସେ ଅଳ୍ପ ସମୟରେ ଅତ୍ୟଧିକ ଉନ୍ନତି କଲାଣି
Synonyms : ଅପ୍ରଚୁର, ଅଳ୍ପ, କମ୍, କିଛି
Translation in other languages :हिन्दी
जो मात्रा में कम हो।
Install App