Meaning : ସଙ୍ଗୀତର ସାତଟି ନିର୍ଦ୍ଦିଷ୍ଟ ଶଦ୍ଦ ବା ଧ୍ୱନି ଯାହାର ସ୍ୱରୂପ,ତୀବ୍ରତା,ତନ୍ୟତା ଆଦି ସ୍ଥିର ଥାଏ
Example :
ଷଡ଼ଜ,ଋଷଭ,ଗାଂଧାର,ମଧ୍ୟମ,ପଂକଜ,ଧୈବତ ଏବଂ ନିଷାଦ ଏସବୁ ସଙ୍ଗୀତର ସାତଟି ସ୍ୱର
Synonyms : ସଙ୍ଗୀତ ସ୍ୱର, ସୁର
Translation in other languages :
संगीत में सात निश्चित शब्द या ध्वनियाँ जिनका स्वरूप, तीव्रता, तन्यता आदि स्थिर है।
षडज, ऋषभ, गांधार, मध्यम, पंचम, धैवत और निषाद - ये सात संगीत स्वर हैं।A notation representing the pitch and duration of a musical sound.
The singer held the note too long.Meaning : କୋମଳତା, ତୀବ୍ରତା, ଉତ୍ଥାନ ପତନ ଆଦିରେ ଯୁକ୍ତ ଯେଉଁ ଶବ୍ଦ ପ୍ରାଣୀମାନଙ୍କ କଣ୍ଠରୁ ବାହାରେ
Example :
କୋକିଳର ସ୍ୱର ବହୁତ ମଧୁର
Synonyms : କଣ୍ଠସ୍ୱର, ଧ୍ୱନି, ସୁର
Translation in other languages :
The sound made by the vibration of vocal folds modified by the resonance of the vocal tract.
A singer takes good care of his voice.