Meaning : ଦେଶ ବା ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ଯେଉଁ ମନ୍ତ୍ରୀଙ୍କ ଅଧୀନରେ ଥାଏ
Example :
ସ୍ବାସ୍ଥ୍ୟମନ୍ତ୍ରୀ ସରକାରୀ ଡାକ୍ତରଖାନାର ନବୀକରଣ କରିବା କଥା କହିଲେ
Synonyms : ସ୍ବାସ୍ଥ୍ୟ ମଂତ୍ରୀ, ସ୍ବାସ୍ଥ୍ୟମଂତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ
Translation in other languages :
वह मंत्री जिसके अधीन देश या राज्य की स्वास्थ्य व्यवस्था हो।
स्वास्थ्य मंत्री ने सरकारी अस्पतालों में सुधार की बात कही है।A person appointed to a high office in the government.
Minister of Finance.