Meaning : କୌଣସି ଅସ୍ପଷ୍ଟ କଥାକୁ ସ୍ପଷ୍ଟ କରିବା କ୍ରିୟା ଯାହାଦ୍ୱାରା ଅନ୍ୟମାନଙ୍କର ଭ୍ରମ ଦୂର ହୋଇପାରିବ
Example :
ମନ୍ତ୍ରୀ ମହୋଦୟଙ୍କ ସ୍ପଷ୍ଟୀକରଣ ପରେ ବିରୋଧୀ ନେତା ଚୁପ୍ ହୋଇଗଲେ ବିରୋଧୀମାନେ ସରକାରଙ୍କୁ ତାଙ୍କ ଆର୍ଥିକ ନୀତିର ପ୍ରସ୍ତାବ ଉପରେ ସ୍ପଷ୍ଟୀକରଣ ମାଗିଲେ
Translation in other languages :
जो बात स्पष्ट होने से रह गई हो, उसे इस प्रकार स्पष्ट करने की क्रिया कि औरों का भ्रम दूर हो जाए।
मंत्रीजी के स्पष्टीकरण के पश्चात् विपक्षी नेता चुप हो गए।An interpretation that removes obstacles to understanding.
The professor's clarification helped her to understand the textbook.