Meaning : ସ୍ଥାପନା କରିବା
Example :
ଏହି ମନ୍ଦିରରେ ଆଉ ଗୋଟିଏ ନୂଆ ମୂର୍ତ୍ତି ସ୍ଥାପନ କରାଯିବ
Synonyms : ଅଧିଷ୍ଠିତ କରିବା
Translation in other languages :
स्थापना करना।
इस मंदिर में एक और नई मूर्ति स्थापित करनी है।Set up or lay the groundwork for.
Establish a new department.Meaning : ବସବାସ କରିବାପାଇଁ ଜାଗା ଦେବା ବା ବସବାସ କରିବାପାଇଁ ପ୍ରବୃତ୍ତ କରିବା
Example :
ଆକବର ଫତେହପୁର ସିକ୍ରୀ ସ୍ଥାପନ କରିଥିଲେ ମୁଖିଆ ଅନାଥ ରଣଜିତକୁ ଗାଁରେ ସ୍ଥାନଦେଲେ
Translation in other languages :
Meaning : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
Example :
କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
Synonyms : ଚଳାଇବା, ଧାରଣ କରିବା, ନିର୍ବାହ କରିବା, ରଖିବା
Translation in other languages :
किसी निश्चित या विशेष स्थिति आदि में रखना।
कमरे को साफ रखो।