Meaning : କୌଣସି ବସ୍ତୁର ଉପର କିମ୍ବା ବାହାର ପାଖ
Example :
ଖରାରେ କୂଅର ଜଳ ସ୍ତର ଖସିଯାଏ
Synonyms : ତଳ
Translation in other languages :
Meaning : ଲୁଗାଆଦି ଉପରେ କରାଯାଉଥିବା ଏକ ପ୍ରସ୍ତ
Example :
ସେ ଲୁଗାଗୁଡ଼ିକୁ ଭାଙ୍ଗିକରି ସିନ୍ଦୁକରେ ରଖିଦେଲେ
Translation in other languages :
Meaning : କୌଣସି ସ୍ତର ଉପରେ ହୋଇଥିବା ଏକ ଅନ୍ୟ ସ୍ତର
Example :
ଆଜି ଦୁଧ ଉପରେ ସରର ଏକ ମୋଟା ସ୍ତର ଜମାହୋଇଛି
Translation in other languages :
A relatively thin sheetlike expanse or region lying over or under another.
layerMeaning : ପ୍ରବଳତା, ମାତ୍ରା, ଗୁଣା ଆଦିର ମାନଦଣ୍ଡ ସମ୍ପର୍କରେ ଏକ ସ୍ଥିତି
Example :
ବିଶ୍ୱ ସ୍ତରରେ ଟେକନିକର ଉନ୍ନତି ବଡ଼ ଜୋରରେ ହେଉଛି
Translation in other languages :