Meaning : କ୍ଷତ୍ରିୟମାନଙ୍କର ଦୁଇ ପ୍ରସିଦ୍ଧ ଓ ମୂଳ ବଂଶ ବା କୁଳ ମଧ୍ୟରୁ ଗୋଟିଏ ଯାହାର ଉତ୍ପତ୍ତି ସୂର୍ଯ୍ୟଙ୍କ ଠାରୁ ହୋଇଥିବା ବିଚାର କରାଯାଏ
Example :
ସୂର୍ଯ୍ୟ ବଂଶରେ ଭଗବାନ ରାମ ଅବତାର ଗ୍ରହଣ କରିଥିଲେ
Synonyms : ରବିକୁଳ, ସୂର୍ଯ୍ୟ ବଂଶ
Translation in other languages :