Subscribe
URL of the page has been copied to clipboard.
Meaning : ଯେ ପ୍ରତିରକ୍ଷା କରେ
Example : ସୁରକ୍ଷା ପାଇଁ ସିପାହି ସୀମାରେ ନିଯୁକ୍ତ ହୋଇଛନ୍ତି
Synonyms : ଜଗୁଆଳ, ସିପାହି
Translation in other languages :हिन्दी English
वह जो प्रतिरक्षा करता है।
A soldier who is a member of a unit called `the guard' or `guards'.
Meaning : ସେନା ବାହିନୀ ବା ଫୌଜରେ ରହି ଲଢ଼େଇ କରୁଥିବା ବ୍ୟକ୍ତି
Example : ସେ ଜଣେ ସାହସୀ ସୈନିକ
Synonyms : ଯୋଦ୍ଧା, ସିପାହୀ
Translation in other languages :हिन्दी
सेना या फौज में रहकर लड़ने वाला।
Meaning : ସୈନ୍ୟ ସମ୍ବନ୍ଧୀୟ
Example : ସୈନିକ ଦଳ ଜଙ୍ଗଲରେ ବିଶ୍ରାମ କରୁଛନ୍ତି
Synonyms : ସେନା
सेना का या सेना संबंधी।
Characteristic of or associated with soldiers or the military.
Install App