Meaning : କୌଣସି ସାହିତ୍ୟିକ କୃତିର ସୃଷ୍ଟି କରିବା
Example :
ସେ ଗୋଟିଏ ନୂଆ କବିତା ରଚନା କରିଛନ୍ତି
Synonyms : ରଚନା କରିବା, ଲେଖିବା
Translation in other languages :
Meaning : କରିବା ବା ଯେପରି କିଛି କଲେ କୌଣସି ଅବସ୍ଥା ବା ଭାବ ଆଦି ଉତ୍ପନ୍ନ ହେବା
Example :
ଆପଣ ଏକ ମସ୍ତବଡ଼ ଭୁଲ୍ କରୁଛନ୍ତି
Synonyms : ଉତ୍ପତି କରିବା, ଉତ୍ପନ୍ନ କରିବା, କରିବା, ଜନ୍ମ କରିବା, ଜାତ କରିବା
Translation in other languages :
* करना या कुछ ऐसा करना जिससे कोई अवस्था आदि बन जाए या कोई भाव आदि उत्पन्न हो।
आप एक बहुत बड़ी गलती कर रहे हैं।Meaning : ରଚନା କରିବା ବା ପ୍ରସ୍ତୁତ କରିବା
Example :
ମୁଁ ଆଜି ଗୋଟିଏ ନୂଆ କବିତା ରଚନା କରିଛି
Synonyms : ପ୍ରସ୍ତୁତ କରିବା, ରଚନା କରିବା, ସର୍ଜନା କରିବା, ସୃଜନ କରିବା
Translation in other languages :
रच या बनाकर तैयार करना।
मैंने आज एक नई कविता की सृष्टि की।Bring into existence.
The company was created 25 years ago.