Meaning : ଯିଏ କୌଣସି ପ୍ରକାରର ରଚନା ବା ନିର୍ମାଣରେ ସମ୍ବନ୍ଧ ରଖେ ଓ ତାର ସହାୟକ ହୋଇଥାଏ
Example :
ପିଲାମାନଙ୍କୁ ରଚନାତ୍ମକ କାର୍ଯ୍ୟ କରିବାପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ
Synonyms : ରଚନାତ୍ମକ, ସର୍ଜନାତ୍ମକ
Translation in other languages :
जो किसी प्रकार की रचना या निर्माण से संबंध रखता हो और उसमें सहायक हो।
बच्चों को रचनात्मक कार्य करने के लिए प्रोत्साहित करना चाहिए।