Meaning : କୌଣସି ବିଷୟର ମୁଖ୍ୟ-ମୁଖ୍ୟ କଥାର ଦିଆଯଇଥିବା କ୍ରମିକ ସୂଚନା
Example :
ସେ କିଣାଯାଇଥିବା ଜିନିଷର ଏକ ତାଲିକା ତିଆରିକଲେ
Synonyms : ଅନୁକ୍ରମଣିକା, ତାଲିକା, ଲିଷ୍ଟ୍
Translation in other languages :
किसी विषय की मुख्य-मुख्य बातों की क्रमवार दी हुई सूचना।
उसने खरीदे गये सामानों की एक सूची बनाई।Meaning : ଧାତୁ ତିଆରି ଏକ ପତଳା ଉପକରଣ ଯାହା ଛିଦ୍ରରେ ସୂତା ଭର୍ତ୍ତିକରି କନା ଆଦି ସିଲେଇ କରାଯାଏ
Example :
ଲୁଗା ସିଲେଇ କରିବାବେଳେ ସୀତା ହାତରେ ଛୁଞ୍ଚି ପଶିଗଲା
Translation in other languages :
A needle used in sewing to pull thread through cloth.
sewing needle