Subscribe
URL of the page has been copied to clipboard.
Meaning : ଭଲ ଲକ୍ଷଣ
Example : ନୂଆ ବୋହୂର ସୁଲକ୍ଷଣ ଦେଖି ସମସ୍ତେ ପ୍ରସନ୍ନ ଥିଲେ
Translation in other languages :हिन्दी English
अच्छे लक्षण।
A favorable omen.
Meaning : ଉତ୍ତମ ଲକ୍ଷଣ ଯୁକ୍ତ
Example : ଗୀତାର ପୁଅ ସୁଲକ୍ଷଣ
अच्छे लक्षणों वाला।
Having or bringing good fortune.
Meaning : ଯାହାର ଭବିଷ୍ୟତରେ ସୁଯୋଗ ପାଇବାର ଆଶା ବା ଭଲ ଲକ୍ଷଣଯୁକ୍ତ
Example : ସେ ବହୁତ ସୁଲକ୍ଷଣ ବାଳକ
Synonyms : ଉତ୍ତମ ଲକ୍ଷଣ, ଶୁଭ ଲକ୍ଷଣ
Translation in other languages :हिन्दी
आगे चलकर जिसके सुयोग होने की आशा हो या अच्छे लक्षणों वाला।
Install App