Meaning : ଧ୍ରୂବଙ୍କ ବିମାତା
Example :
ସୁରୁଚି ଧ୍ରୁବଙ୍କୁ ତାଙ୍କ ବାପାଙ୍କ କୋଳରେ ବସିବାରୁ ଅଟକାଇ ଦେଲେ
Translation in other languages :
An imaginary being of myth or fable.
mythical beingMeaning : ଭଲ,ଶିଷ୍ଟ ବା ମାର୍ଜିତ ରୁଚି
Example :
ଘର ସଜେଇବା ଗୃହିଣୀଙ୍କ ସୁରୁଚିକୁ ଦର୍ଶାଇଥାଏ
Translation in other languages :
A refined quality of gracefulness and good taste.
She conveys an aura of elegance and gentility.