Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ସୁନ୍ଦରତା from ଓଡ଼ିଆ dictionary with examples, synonyms and antonyms.

ସୁନ୍ଦରତା   ବିଶେଷ୍ୟ

Meaning : ସୁନ୍ଦର ହେବାର ଅବସ୍ଥା କିମ୍ବା ଭାବ

Example : କାଶ୍ମୀରର ସୁନ୍ଦରତା ଦେଖିଲେ ଜାଣିହୁଏ

Synonyms : ଆକର୍ଷକତା, ଆକର୍ଷଣୀୟତା, ମନୋହରତା, ରମଣୀୟତା


Translation in other languages :

The qualities that give pleasure to the senses.

beauty

Meaning : ଶୋଭିତ ହେବାର ଅବସ୍ଥା ବା ଭାବ

Example : ସୂର୍ଯ୍ୟାସ୍ତ ସମୟରେ ଆକାଶର ଶୋଭା ଦେଖିବା ଭଳି ହୋଇଥାଏ

Synonyms : କାନ୍ତି, ଛବି, ଦୀପ୍ତି, ରମଣୀୟତା, ଶୋଭା, ସୌନ୍ଦର୍ଯ୍ୟ


Translation in other languages :

A quality that outshines the usual.

brilliancy, luster, lustre, splendor, splendour