Meaning : ବଣିଆକୁ ତା କାମ ବଦଳରେ ମିଳୁଥିବା ପାରିଶ୍ରମିକ
Example :
ରମେଶ ସୁନାକାମ ମଜୁରିରୁ କିଛି ଟଙ୍କା ସଞ୍ଚି ବ୍ୟାଙ୍କରେ ଜମାକରେ
Synonyms : ବଣିଆକାମ ମଜୁରି, ବଣିଆକାମ ମୂଲ, ସୁନାକାମ ମୂଲ
Translation in other languages :
Something that remunerates.
Wages were paid by check.